ବନୀକରଣ ମହାଦୁର୍ନୀତି: ଓମବାଡସି, ଡିଏମ୍‌ଏଫ୍‌ ଅନୁଦାନରେ ବି ହରିଲୁଟ୍‌

ଆଠଗଡ଼, ଖୋର୍ଦ୍ଧା, ‌ରାଜକନିକା, ଭୁବନେଶ୍ବରର ଶ୍ରମିକଙ୍କ ନାମରେ ମିଥ୍ୟା ବିଲ ଯାଜପୁର: ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ କଳା କାରବାର ଲୋକଲୋଚନକୁ ଆସିବା ପରେ ବନୀକରଣ ମହାଦୁର୍ନୀତିର ଗୁମର ଖୋଲୁଛି। କଟକ ଡିଏଫ୍‌ଓଙ୍କ ଅଧୀନରେ ଯାଜପୁର ଜିଲ୍ଲାର ଥିବା ୪ଟି ରେଞ୍ଜ ଡ‌ାଲିଯୋଡ଼ା(ବୈରୀ), ସୁକିନ୍ଦା, ଟମକା ଓ ଯାଜପୁରରୋଡ୍‌ରେ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ଅନୁଦାନ ହେରାଫେରି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଡାଲିଯୋଡ଼ା ରେଞ୍ଜ‌ରେ କାମ୍ପା ଅନୁଦାନର ବ୍ୟାପକ … Continue reading ବନୀକରଣ ମହାଦୁର୍ନୀତି: ଓମବାଡସି, ଡିଏମ୍‌ଏଫ୍‌ ଅନୁଦାନରେ ବି ହରିଲୁଟ୍‌